ଆନ୍ତର୍ଜାତିକଦୁଇ ବିମାନ ମଧ୍ୟରେ ଭୟଙ୍କର ଧକ୍କା, ୪ ମୃତ
ପ୍ରଶିକ୍ଷଣ ବେଳେ ଦୁଇ ବାୟୁସେନା ବିମାନ ଧକ୍କା, ୪ ପାଇଲଟ୍ ମୃତ
ଆନ୍ତର୍ଜାତିକପ୍ରଶିକ୍ଷଣ ବେଳେ ଦୁଇ ବାୟୁସେନା ବିମାନ ଧକ୍କା, ୪ ପାଇଲଟ୍ ମୃତ
ଆନ୍ତର୍ଜାତିକଆଟଲାଣ୍ଟିକ ମହାସାଗରର ନାଁ ବଦଳି ‘ଟ୍ରମ୍ପ ଓସେନ୍’! ପିଚାଇଙ୍କ ସିଧା ମନା
ଆନ୍ତର୍ଜାତିକଟେସଲା ଏବଂ ସ୍ପେସଏକ୍ସର ରକେଟ୍ ଇଞ୍ଜିନିୟରମାନେ ମିଳିତ ଭାବେ ଏହି ବୈଷୟିକ ଜ୍ଞାନକୌଶଳ ବିକଶିତ କରିଛନ୍ତି । କାର ଭିତରେ ଥିବା ଅଲ୍ଟ୍ରା-ହାଇ ପ୍ରେସର୍ ଏୟାର ଟ୍ୟାଙ୍କ୍ ଏବଂ ଆଲଟିଚ୍ୟୁଡ୍ ଥ୍ରଷ୍ଟର ସାହାଯ୍ୟରେ ଗାଡ଼ିକୁ ଆକାଶକୁ ଉଠାଇବା ସହ କଣ୍ଟ୍ରୋଲ୍ କରାଯାଇପାରୁଛି ।
ଆନ୍ତର୍ଜାତିକଆମେରିକା ଓ ଇରାନ ଯୁଦ୍ଧକୁ ଏବେ ୮ ମାସ ପୁରିଛି। ଇରାନର ଶକ୍ତି ଭିତ୍ତିଭୂମି ଓ ପରମାଣୁ ସ୍ଥଳ ଉପରେ ଆକ୍ରମଣ କରିବାକୁ ସବୁଠୁ ବଡ଼ ଅଣ-ପରମାଣୁ ବୋମା ପକାଇବାକୁ ଆମେରିକା ଯୋଜନା କରୁଛି। ଏହି ବୋମା ‘ମଦର ଅଫ ଅଲ ବମ୍ବସ୍’ ଭାବେ ମଧ୍ୟ ଜଣାଯାଏ।
ଆନ୍ତର୍ଜାତିକବିକାଶଶୀଳ ଦେଶମାନଙ୍କ ସ୍ୱାର୍ଥ ପାଇଁ ଭାରତ ଓକାଲତି କରିଛି।
ଆନ୍ତର୍ଜାତିକବିଶ୍ୱର ୧୯୫ଟି ଦେଶ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି।